பொருள் : ଟଙ୍କାପଇସାଆଦି ବଦଳାଇବା
							எடுத்துக்காட்டு : 
							ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
							
ஒத்த சொற்கள் : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ବସ୍ତୁକୁ ବଦଳାଇ ତା ସ୍ଥାନରେ ଅନ୍ୟକୁ ରଖିବା
							எடுத்துக்காட்டு : 
							ତୁମେ ବିଛଣାର ଚାଦରକୁ ପ୍ରତି ସପ୍ତାହରେ ବଦଳାଇବା ଉଚିତ
							
ஒத்த சொற்கள் : ପଲଟାଇବା
பிற மொழிகளில் மொழிபெயர்ப்பு :
Remove or replace the coverings of.
Father had to learn how to change the baby.பொருள் : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
							எடுத்துக்காட்டு : 
							ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
							
ஒத்த சொற்கள் : ଆଣିବା, କରିବା, ପରିବର୍ତ୍ତନ କରିବା
பிற மொழிகளில் மொழிபெயர்ப்பு :
பொருள் : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
							எடுத்துக்காட்டு : 
							ରମା ନିଜର ଫ୍ରିଜ୍ ବଦଳାଇ ଦେଲା
							
ஒத்த சொற்கள் : ବଦଳେଇବା
பிற மொழிகளில் மொழிபெயர்ப்பு :