பொருள் : ତାପଦ୍ବାରା ତରଳ ପଦାର୍ଥକୁ ଫୁଟାଇବା କାମ ବା ଉତ୍ତାପରେ ତରଳ ପଦାର୍ଥ ଫୁଟିବାର ପ୍ରକ୍ରିୟା
							எடுத்துக்காட்டு : 
							ପାଣି ଓ କ୍ଷୀର ଫୁଟିବା ଏକ ନିର୍ଦ୍ଦିଷ୍ଟ ତାପମାତ୍ରାରେ ହୁଏ
							
ஒத்த சொற்கள் : ଗଳନ
பிற மொழிகளில் மொழிபெயர்ப்பு :
ताप देकर तरल पदार्थ को उबालने का काम या ताप पर द्रव के उबलने की क्रिया।
पानी और दूध का क्वथन एक अगल निश्चित ताप पर होता है।பொருள் : ଉପରେ ଚୋପା ବା ଆବରଣ ଥିବା ଏବଂ ଭିତର ଭାଗରେ ପୋଲା ବା ନରମ ଜିନିଷରେ ଭର୍ତ୍ତିଥିବା ଏଭଳି ବସ୍ତୁର ଫାଟିବା
							எடுத்துக்காட்டு : 
							ଏହି ଢୋଲ ଫାଟିଗଲା
							
ஒத்த சொற்கள் : ଫାଟିବା
பிற மொழிகளில் மொழிபெயர்ப்பு :
பொருள் : ଗଛରେ ଫୁଲ ହେବା
							எடுத்துக்காட்டு : 
							କ୍ଷେତରେ ସୋରିଷ ଫୁଲ ଫୁଟିଲାଣି
							
ஒத்த சொற்கள் : ଫୁଲ ଧରିବା
பிற மொழிகளில் மொழிபெயர்ப்பு :
பொருள் : କଢ଼ର ଫୁଲ ରୂପକୁ ବଦଳିବା
							எடுத்துக்காட்டு : 
							ସୂର୍ୟଙ୍କ କିରଣ ପଡିବା ମାତ୍ରେ ଅନେକ କଢ଼ ଫୁଟି ଉଠିଲା
							
ஒத்த சொற்கள் : ଖେଳିଯିବା, ପ୍ରସ୍ଫୁଟିତ ହେବା, ଫୁଟି ଉଠିବା, ବିକଶିତ ହେବା
பிற மொழிகளில் மொழிபெயர்ப்பு :
कली का फूल के रूप में बदलना।
सूर्य का प्रकाश मिलते ही अनेक कलियाँ खिल गईं।பொருள் : ଭେଦକରି ବାହାରିବା
							எடுத்துக்காட்டு : 
							ଏଠାରେ ପ୍ରାୟ ଜ୍ୱାଳାମୁଖୀର ଉଦ୍ଗୀରଣ ହୁଏ
							
ஒத்த சொற்கள் : ଉଦ୍ଗୀରଣ ହେବା
பிற மொழிகளில் மொழிபெயர்ப்பு :