பொருள் : ଉତ୍ତେଜିତକରିବା ବା ଉତ୍ତେଜନା କରିବାର ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ମୋହନ ରାମର ପ୍ରରୋଚନାରେ ସୋହନ ସହିତ କଳି ଆରମ୍ଭ କରିଦେଲା
							
ஒத்த சொற்கள் : ପ୍ରବର୍ତ୍ତନା, ମତାଣ, ମତେଇବା
பிற மொழிகளில் மொழிபெயர்ப்பு :
பொருள் : କୁମାର୍ଗରେ ପ୍ରରୋଚିତ କରିବା ବା ଉସୁକେଇବାର ପ୍ରକ୍ରିୟା
							எடுத்துக்காட்டு : 
							ଖରାପ ସାଙ୍ଗଙ୍କ ପ୍ରରୋଚନାରେ ପଡ଼ି ରାମ ଚୋରି କଲା
							
பிற மொழிகளில் மொழிபெயர்ப்பு :