பொருள் : ବାଣ୍ଟିବା ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ସେଠ୍ଜୀ ଗରୀବଙ୍କୁ ଲୁଗାପଟା ବାଣ୍ଟିବାପରେ ଖାଦ୍ୟ ବାଣ୍ଟୁଛନ୍ତି
							
ஒத்த சொற்கள் : ବାଣ୍ଟିବା, ବିତରଣ
பிற மொழிகளில் மொழிபெயர்ப்பு :
The act of distributing or spreading or apportioning.
distributionபொருள் : ପୂରାକରିବା ବା ଦେବାର ପ୍ରସ୍ତାବ ରଖିବା ବା କାମ ବଦଳରେ ଧନ ଦେବା
							எடுத்துக்காட்டு : 
							ସେ ଏହିକାମପାଇଁ ମୋତେ ତିରିଶ ହଜାର ଟଙ୍କା ଦେଉଛି
							
ஒத்த சொற்கள் : ଦାନ କରିବା, ଦେବା
பிற மொழிகளில் மொழிபெயர்ப்பு :
* भुगतान करने या देने का प्रस्ताव रखना या काम के बदले धन प्रस्तुत करना।
वह इस काम के लिए मुझे तीस हजार दे रहा है।பொருள் : ଉପଲବ୍ଧ ବା ସୁଲଭ କରିବା
							எடுத்துக்காட்டு : 
							କୁଆଡ଼େ ଯାତାୟାତ କରିବାପାଇଁ ଆମେ ବାହନ ମଧ୍ୟ ଯୋଗାଇଦେଉ  ଏହି ହୋଟେଲ ବାତାନୁକୂଳିତ କକ୍ଷ ବି ଯୋଗାଇଦିଏ
							
ஒத்த சொற்கள் : ଉପଲବ୍ଧ କରିବା, ଯୋଗାଇଦେବା
பிற மொழிகளில் மொழிபெயர்ப்பு :
उपलब्ध या सुलभ कराना।
हमलोग कहीं आने-जाने के लिए वाहन भी देते हैं।பொருள் : ଚାପ ବା ଡର କାରଣରୁ କୌଣସି ବସ୍ତୁ ଦେଇଦେବା
							எடுத்துக்காட்டு : 
							ଚୋରଉପରେ ପୋଲିସର ମାଡ଼ହେବାରୁ ସେ ସମସ୍ତ ଚୋରୀ ଜିନିଷ ଗାଳି ପକାଇଲା
							
ஒத்த சொற்கள் : ଗାଳି ପକାଇବା, ଦାଖଲ କରିବା, ଦେଇଦେବା, ପଇଠ କରିବା, ସମର୍ପଣ କରିବା
பிற மொழிகளில் மொழிபெயர்ப்பு :
பொருள் : କାହାକୁ କିଛି ହସ୍ତଗତ କରାଇବା
							எடுத்துக்காட்டு : 
							ଅଧ୍ୟାପକ ତାକୁ ପୁରସ୍କାର ଦେଲେ
							
பிற மொழிகளில் மொழிபெயர்ப்பு :
Transfer possession of something concrete or abstract to somebody.
I gave her my money.பொருள் : ମୌଖିକ ରୂପରେ ପ୍ରସ୍ତୁତ କରିବା
							எடுத்துக்காட்டு : 
							ଶ୍ୟାମକୁ ମଧ୍ୟ ମୋ ଶୁଭକାମନା ଜଣାଇଦେବେ  ଗୁରୁଜୀ ଅନୁତ୍ତୀର୍ଣ୍ଣ ଛାତ୍ରମାନଙ୍କୁ ସାନ୍ତ୍ୱନା ଦେଉଛନ୍ତି
							
ஒத்த சொற்கள் : ଦେବା
பிற மொழிகளில் மொழிபெயர்ப்பு :
* मौखिक रूप से प्रस्तुत करना।
श्याम को मेरी भी शुभकामनाएँ दीजिए।