பொருள் : ନିଜ ଉପରେ ବିଶ୍ୱାସ କରିବା ବ୍ୟକ୍ତିର ବିଶ୍ୱାସ ବିପରୀତରେ କରାଯାଉଥିବା କାମ
							எடுத்துக்காட்டு : 
							ଈନ୍ଦିରା ଗାନ୍ଧୀଙ୍କର ଅଙ୍ଗରକ୍ଷକମାନେ ତାଙ୍କ ସହିତ ବିଶ୍ୱାସଘାତକତା କଲେ ଏବଂ ତାଙ୍କୁ ଗୁଳିକରି ମାରିଦେଲେ
							
ஒத்த சொற்கள் : ଦଗା, ବିଶ୍ୱାସଘାତକତା
பிற மொழிகளில் மொழிபெயர்ப்பு :
பொருள் : କାହାକୁ ପ୍ରତାରଣା କରି ନିଜର ସ୍ୱାର୍ଥପାଇଁ କରାଯାଇଥିବା କାମ
							எடுத்துக்காட்டு : 
							ସେ ଛଳନା କରି ପୂରା ସଂପତ୍ତିକୁ ନିଜ ନାମରେ କରାଇ ନେଲା  ସେ ନିଜ ଛଳନାରେ କୃତକାର୍ଯ୍ୟ ହୋଇପାରିଲା ନାହିଁ
							
பிற மொழிகளில் மொழிபெயர்ப்பு :
वह काम जो किसी को धोखे में डाल कर कोई स्वार्थ साधने के लिए किया जाए।
उसने छल से पूरी जायदाद अपने नाम करा ली।பொருள் : ଯେଉଁ ଆଚରଣ ବା କାମଆଦିରେ ବାହ୍ୟ ଓ କୃତ୍ରିମ ଭାବ ରହିଥାଏ
							எடுத்துக்காட்டு : 
							ସନ୍ଥ କବୀର ଭଣ୍ଡତା ଉପରେ ତୀକ୍ଷ୍ଣ ବ୍ୟଙ୍ଗ କରିଛନ୍ତି
							
ஒத்த சொற்கள் : କପଟତା, ଛଦ୍ମତା, ଛଳ କପଟ, ଛଳନା, ଭଣ୍ଡତା, ଶଠତା
பிற மொழிகளில் மொழிபெயர்ப்பு :
वह आचरण, काम आदि जिसमें ऊपरी बनावट का भाव रहता है।
संत कबीर ने पाखंड पर तीखा व्यंग किया है।Pretending that something is the case in order to make a good impression.
They try to keep up appearances.