பொருள் : ଏସିଆର ଦେଶ
							எடுத்துக்காட்டு : 
							ସେ ସମୟ ମଧ୍ୟ ଆସିବ ଯେତେବେଳେ ଭାରତ ପୂର୍ବରେ ପ୍ରତିନିଧିତ୍ୱ କରିବ
							
ஒத்த சொற்கள் : ପୂର୍ବରାଷ୍ଟ୍ର
பிற மொழிகளில் மொழிபெயர்ப்பு :
* एशिया के देश।
वह समय भी आएगा जब भारत पूर्वी देशों का प्रतिनिधित्व करेगा।பொருள் : ସୂର୍ଯ୍ୟ ଉଦୟ ହେଉଥିବା ଦିଗ
							எடுத்துக்காட்டு : 
							ଭାରତର ପୂର୍ବରେ ବଙ୍ଗୋପସାଗର
							
ஒத்த சொற்கள் : ପୂର୍ବ କୋଣ, ପୂର୍ବ ଦିଗ, ପୂର୍ବ ଦିଶା
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ପ୍ରଧାନ ଦିଗସୂଚକ ବିନ୍ଦୁ ନବେ ଡିଗ୍ରୀ ଉପରେ ହୋଇଥାଏ
							எடுத்துக்காட்டு : 
							ପୂର୍ବ ସର୍ବଦା ପୂର୍ବ ଦିଗଆଡ଼କୁ ହିଁ ହୋଇଥାଏ
							
பிற மொழிகளில் மொழிபெயர்ப்பு :
பொருள் : ସମୟ ବା କ୍ରମ ଦୃଷ୍ଟିରୁ ଯାହା ପୂର୍ବର
							எடுத்துக்காட்டு : 
							ପୂର୍ବ ଭାରତ ଓ ଆଜିର ଭାରତ ମଧ୍ୟରେ ଅନେକ ତଫାତ୍ ଅଛି ମୋର ପୂର୍ବ ଘର ବଡ଼ ଥିଲା
							
பிற மொழிகளில் மொழிபெயர்ப்பு :
பொருள் : କୌଣସି କାରଣରୁ ଯିଏ ପ୍ରଥମେ ଗୋଟିଏ ପଦରେ ଥିଲେ କିନ୍ତୁ ବର୍ତ୍ତମାନ ସେହି ପଦରେ ନାହାନ୍ତି
							எடுத்துக்காட்டு : 
							ଆଜିର ସଭାରେ କେତେ ଭୂତପୂର୍ବ ମନ୍ତ୍ରୀ ମଧ୍ୟ ଭାଗନେବେ
							
ஒத்த சொற்கள் : ପୂର୍ବତନ, ଭୂତପୂର୍ବ
பிற மொழிகளில் மொழிபெயர்ப்பு :
जो पहले किसी कारण से उस पद पर रह चुका हो,पर अब किसी कारण से उस पद पर न हो।
आज की सभा में कई भूतपूर्व मंत्री भी भाग लेंगे।