பொருள் : ନିନ୍ଦା କରିବାବାଲା ବା ଅନ୍ୟର ଦୋଷ ଆଲୋଚନା କରିବା ବ୍ୟକ୍ତି
							எடுத்துக்காட்டு : 
							କବୀର ନିନ୍ଦୁକମାନଙ୍କୁ ପାଖରେ ରଖିବାପାଇଁ ଉପଦେଶ ଦେଲେ
							
பிற மொழிகளில் மொழிபெயர்ப்பு :
பொருள் : ମିଥ୍ୟା ଆରୋପ ବା ମିଥ୍ୟା ଅପବାଦ ଲଗାଇବା ବ୍ୟକ୍ତି
							எடுத்துக்காட்டு : 
							ନିନ୍ଦୁକ ବ୍ୟକ୍ତି ମୋତେ ଦେଖିବା ମାତ୍ରେ ମୁଣ୍ଡ ନୁଆଇଁଦେଲା
							
ஒத்த சொற்கள் : ଆରୋପକାରୀ, କୁତ୍ସାକାରୀ, ନିନ୍ଦାକାରୀ
பிற மொழிகளில் மொழிபெயர்ப்பு :
பொருள் : ଯେ ଅନ୍ୟର ନିନ୍ଦା କରିଚାଲେ
							எடுத்துக்காட்டு : 
							ନିନ୍ଦୁକ ବ୍ୟକ୍ତି ଯେ ପର୍ଯ୍ୟନ୍ତ ଆନ୍ୟର ନିନ୍ଦା କରିନଥାଏ ସେ ପର୍ଯ୍ୟନ୍ତ ତାକୁ ଶାନ୍ତି ମିଳେନାହିଁ
							
ஒத்த சொற்கள் : ଅପବାଦୀ
பிற மொழிகளில் மொழிபெயர்ப்பு :
பொருள் : ବଦନାମ କରୁଥିବା
							எடுத்துக்காட்டு : 
							ନିନ୍ଦୁକ ବ୍ୟକ୍ତିଠାରୁ ଦୂରେଇ ରହିବା ଭଲ
							
ஒத்த சொற்கள் : ଅପବାଦକାରୀ, କୁତ୍ସାକାରୀ, ନିନ୍ଦାକାରୀ
பிற மொழிகளில் மொழிபெயர்ப்பு :