பொருள் : ଉପରିଭାଗର ତଳ ଆଡ଼କୁ କିଛି ଝୁଙ୍କିଯିବା
							எடுத்துக்காட்டு : 
							ଫଳରେ ପୂର୍ଣ୍ଣ ଗଛଟି ନଇଁଗଲା
							
ஒத்த சொற்கள் : ଅବନମିତ ହେବା, ଝୁଙ୍କିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ପଦାର୍ଥର ଗୋଟିଏ ବା ଦିଓଟି ଧାର ଅନ୍ୟ ଆଡ଼କୁ ପ୍ରବୃତ୍ତ ହେବା
							எடுத்துக்காட்டு : 
							ବୟସ ହେଲେ ଅଣ୍ଟା ନଇଁଯାଏ
							
ஒத்த சொற்கள் : ଝୁଙ୍କିବା, ବଙ୍କା ହେବା
பிற மொழிகளில் மொழிபெயர்ப்பு :
பொருள் : ହାର ମାନିନେବା
							எடுத்துக்காட்டு : 
							ପାକିସ୍ତାନୀ ସେନାଗଣ ଭାରତୀୟ ସେନା ଆଗରେ ହାର ମାନିଲେ
							
ஒத்த சொற்கள் : ଅସ୍ତ୍ରସମର୍ପଣ କରିବା, ହାର ମାନିବା
பிற மொழிகளில் மொழிபெயர்ப்பு :
हार मान लेना।
पाकिस्तानी सेना ने भारतीय सेना के आगे घुटने टेक दिए।