பொருள் : ଧାରଣ କରିବା କ୍ରିୟା ବା ରଖିବା, ସଂଭାଳିବା, ଅକ୍ତିଆର କରିବା ବା ଗ୍ରହଣ କରିବା କ୍ରିୟା
							எடுத்துக்காட்டு : 
							
							
ஒத்த சொற்கள் : ଧରଣ
பிற மொழிகளில் மொழிபெயர்ப்பு :
பொருள் : ଧରିବାର ପ୍ରକ୍ରିୟା
							எடுத்துக்காட்டு : 
							ମାଛ ଧରିବା ଲୋକଙ୍କଠାରୁ ଜରିମାନା ନିଆଯିବ
							
பொருள் : କେଉଁଠିକି ଯିବାପାଇଁ କୌଣସି ବାହନ ବା ରାସ୍ତାର ଉପଯୋଗ କରିବା
							எடுத்துக்காட்டு : 
							ମୁମ୍ବାଇ ଯିବାପାଇଁ ମୁଁ ଦଶଟା ବେଳ ଟ୍ରେନ ଧରିଲି  ଆମେ ସେଠାକୁ ଯିବାପାଇଁ  ଗୋଟିଏ ରିକ୍ସା ନେଲୁ
							
ஒத்த சொற்கள் : ନେବା
பிற மொழிகளில் மொழிபெயர்ப்பு :
Travel or go by means of a certain kind of transportation, or a certain route.
He takes the bus to work.பொருள் : କୌଣସି ବସ୍ତୁ ଭିତରକୁ ଯାଇ ତାକୁ ଭରିବା
							எடுத்துக்காட்டு : 
							ଏହି ଡବାରେ ସାତ କିଲୋ ଅଟା ଧରେ
							
ஒத்த சொற்கள் : ଜାଗାହେବା
பிற மொழிகளில் மொழிபெயர்ப்பு :
பொருள் : କୌଣସି କଥା ଆଦିକୁ ଜାଣିବା
							எடுத்துக்காட்டு : 
							ବହୁତ ବୁଝାଇଲା ପରେ ମଧ୍ୟ ସେ ଏହି ପ୍ରଶ୍ନକୁ ବୁଝିପାରିଲେ ନାହିଁ
							
ஒத்த சொற்கள் : ବୁଝେଇବା
பிற மொழிகளில் மொழிபெயர்ப்பு :
Get the meaning of something.
Do you comprehend the meaning of this letter?.பொருள் : କିଛି କଲାବେଳେ କୌଣସି ବିଶେଷ କଥା ଉପରେ ଅଟକିଯିବା
							எடுத்துக்காட்டு : 
							ନିରୀକ୍ଷକ କପି କରୁଥିବା ପରୀକ୍ଷାର୍ଥୀମାନଙ୍କୁ ଧରିଲେ  ସେ ମୋର ଚୋରୀ ଧରିଲେ
							
பிற மொழிகளில் மொழிபெயர்ப்பு :
कुछ करते हुए को कोई विशेष बात आने पर रोकना।
निरीक्षक ने नक़ल करते हुए परीक्षार्थी को पकड़ा।பொருள் : ଗୋଟିଏ ସ୍ଥାନକୁ ଯିବା ପାଇଁ କୌଣସି ଯାନବାହନରେ ଚଢ଼ିବା
							எடுத்துக்காட்டு : 
							ଡେରି ହେବା ଯୋଗୁଁ ଆମେ ଦଶଟା ବେଳର ବସ୍ ଧରିପାରିଲୁ ନାହିଁ