பொருள் : ଆଖି ସାମନାରେ ଦେଖାଯାଉଥିବା ପଦାର୍ଥ, ଘଟଣା ବା ସ୍ଥଳ
							எடுத்துக்காட்டு : 
							ସୂର୍ଯ୍ୟାସ୍ତର ଦୃଶ୍ୟ ବହୁତ ସୁନ୍ଦର  ବର୍ଷା କାରଣରୁ ବାହାରର ଦୃଶ୍ୟ ସ୍ପଷ୍ଟ ନ ଥିଲା
							
பிற மொழிகளில் மொழிபெயர்ப்பு :
பொருள் : ନାଟକଆଦିର କୌଣସି ଅଙ୍କର ଏକ ଭାଗ ଯାହା ଥରକେ ଦୃଶ୍ୟମାନ ହୁଏ ଏବଂ ଯେଉଁଥିରେ କୌଣସି ଗୋଟିଏ ଘଟଣାର ଅଭିନୟ ହୁଏ
							எடுத்துக்காட்டு : 
							ନାଟକର ଅନ୍ତିମ ଦୃଶ୍ୟରେ ହତ୍ୟାକାରୀର ପତ୍ତା ମିଳିଲା
							
ஒத்த சொற்கள் : ସିନ୍
பிற மொழிகளில் மொழிபெயர்ப்பு :
பொருள் : ଯେଉଁ ଜ୍ଞାନ ଆଖିଦ୍ୱାରା ପ୍ରାପ୍ତ ହୁଏ ବା ଯାହା ଆଖିକୁ ଦିଶେ
							எடுத்துக்காட்டு : 
							ଆକାଶରେ ଦୃଶ୍ୟମାନ ତାରାଙ୍କ ସଂଖ୍ୟା ଅଗଣିତ
							
ஒத்த சொற்கள் : ଚାକ୍ଷୁଷ, ଦୃଶ୍ୟମାନ, ଦୃଷ୍ଟିଗୋଚର, ଦେଖାଯାଉଥିବା
பிற மொழிகளில் மொழிபெயர்ப்பு :
பொருள் : ଦର୍ଶନ କରିବା ବା ଦେଖିବା ଯୋଗ୍ୟ
							எடுத்துக்காட்டு : 
							ସେ ଦର୍ଶନୀୟ ଜାଗାଗୁଡ଼ିକୁ ଭ୍ରମଣ କରିବାକୁ ଯାଇଛି
							
ஒத்த சொற்கள் : ଅବଲୋକନୀୟ, ଦର୍ଶନୀୟ, ଦେଖିବା ଭଳି, ଦେଖିବା ଯୋଗ୍ୟ
பிற மொழிகளில் மொழிபெயர்ப்பு :
दर्शन करने या देखने योग्य।
वह दर्शनीय स्थलों की सैर करने गया है।Capable of being seen or noticed.
A discernible change in attitude.