பொருள் : କାମରେ ଆସିବା ବା ଲାଗିବା
							எடுத்துக்காட்டு : 
							ଏହି ଘର ତିଆରି କରିବା ପାଇଁ ଶହେ ବସ୍ତା ସିମେଣ୍ଟ ଲାଗିଲା
							
ஒத்த சொற்கள் : ଖର୍ଚ୍ଚହେବା, ବ୍ୟବହାର ହେବା, ଲାଗିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ଜିନିଷର ଆବଶ୍ୟକତା ବା ଦରକାର ହେବା
							எடுத்துக்காட்டு : 
							ଆମକୁ କିଛି ନୂଆ ଜିନିଷର ଆବଶ୍ୟକତା ରହିଛି
							
ஒத்த சொற்கள் : ଆବଶ୍ୟକତା ରହିବା, ପ୍ରୟୋଜନ ହେବା
பிற மொழிகளில் மொழிபெயர்ப்பு :
* किसी की आवश्यकता या ज़रूरत होना।
हमें कुछ नई वस्तुओं की आवश्यकता है।