பொருள் : ସ୍ୱର୍ଗଆଦିରେ ରହୁଥିବା ସେହି ଅମର ପ୍ରାଣୀ ଯାହାଙ୍କୁ ପୂଜ୍ୟ ବୋଲି ବିଚାରକରାଯାଏ
							எடுத்துக்காட்டு : 
							ଏହି ମନ୍ଦିରରେ କେତେକ ଦେବତାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି
							
ஒத்த சொற்கள் : ଦିଅଁ, ଦେବ, ଦେବତା, ସୁର
பிற மொழிகளில் மொழிபெயர்ப்பு :
स्वर्ग आदि में रहने वाले वे अमर प्राणी जो पूज्य माने जाते हैं।
इस मंदिर में कई देवताओं की मूर्तियाँ स्थापित हैं।பொருள் : ଯେଉଁ ବ୍ୟକ୍ତି ନିଜ ଭଲ ଗୁଣପାଇଁ ଅନ୍ୟକୁ ଭଗବାନ ଭଳି ଲାଗନ୍ତି
							எடுத்துக்காட்டு : 
							ଗାନ୍ଧିଜୀ ମୋପାଇଁ ଭଗବାନ ସଦୃଶ
							
பிற மொழிகளில் மொழிபெயர்ப்பு :
A man of such superior qualities that he seems like a deity to other people.
He was a god among men.பொருள் : ବାରିକମାନଙ୍କ ନିମନ୍ତେ ଏକ ସମ୍ବୋଧନ
							எடுத்துக்காட்டு : 
							ପିଲାମାନଙ୍କୁ ଲଣ୍ଡା କରିବା ନିମନ୍ତେ ଠାକୁରକୁ ଡକାଗଲା
							
பிற மொழிகளில் மொழிபெயர்ப்பு :