பொருள் : କାହା ସହିତ ଜଣାଶୁଣା ହେବା ଅବସ୍ଥା ବା ଭାବ
							எடுத்துக்காட்டு : 
							ଶ୍ୟାମର ବଡ଼ ବଡ଼ ଲୋକଙ୍କ ସହିତ ପରିଚୟ ଅଛି
							
ஒத்த சொற்கள் : ପରିଚୟ
பிற மொழிகளில் மொழிபெயர்ப்பு :
किसी से जान पहचान होने की अवस्था या भाव।
हमारा और आपका परिचय तो बहुत पुराना है।பொருள் : ଯେଉଁ ବ୍ୟକ୍ତିଙ୍କୁ ଖ୍ୟାତି ମିଳିଛି
							எடுத்துக்காட்டு : 
							ବିଦ୍ୟାସାଗରଙ୍କୁ ନାମୀଲୋକଙ୍କ ମଧ୍ୟରେ ଗଣାଯାଏ
							
ஒத்த சொற்கள் : ଖ୍ୟାତ, ନାମୀ, ପ୍ରସିଦ୍ଧ, ବିଖ୍ୟାତ
பிற மொழிகளில் மொழிபெயர்ப்பு :
वह व्यक्ति जिसे प्रसिद्धि मिली हो।
विद्याधर की गणना नामियों में होती है।A well-known or notable person.
They studied all the great names in the history of France.பொருள் : ଜାଣିବା ବା ବିଜ୍ଞହେବା ଅବସ୍ଥା ବା ଭାବ
							எடுத்துக்காட்டு : 
							ମୋ ଜ୍ଞାତସାରରେ ହିଁ ଏହି କାମ ହୋଇଛି
							
ஒத்த சொற்கள் : ଜାଣତ, ଜାଣତି, ଜ୍ଞାତସାର
பிற மொழிகளில் மொழிபெயர்ப்பு :
Having knowledge of.
He had no awareness of his mistakes.பொருள் : ଯେଉଁ ବ୍ୟକ୍ତି ଜଣାଶୁଣା
							எடுத்துக்காட்டு : 
							ସେଠାରେ ମୋର କେତେକ ପରିଚିତ ବ୍ୟକ୍ତି ଉପସ୍ଥିତ ଥିଲେ
							
ஒத்த சொற்கள் : ପରିଚିତ
பிற மொழிகளில் மொழிபெயர்ப்பு :
A person with whom you are acquainted.
I have trouble remembering the names of all my acquaintances.பொருள் : ଯିଏ ଜଣାଶୁଣା
							எடுத்துக்காட்டு : 
							ସେ କିଛି ପରିଚିତ ଲୋକଙ୍କ ସହିତ ବୁଲିବୁଲି ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଲେ
							
ஒத்த சொற்கள் : ପରିଚିତ
பிற மொழிகளில் மொழிபெயர்ப்பு :
जो जाना पहचाना हो या जिसको जाना गया हो।
वह कुछ परिचित लोगों के साथ घूम-घूमकर सबको नववर्ष की शुभकामनाएँ दे रहा है।பொருள் : ଯେ ସମଗ୍ର ବିଶ୍ୱରେ ବିଖ୍ୟାତ
							எடுத்துக்காட்டு : 
							ମହାତ୍ମାଗାନ୍ଧୀ ବିଶ୍ୱବିଖ୍ୟାତ ବ୍ୟକ୍ତି ଥିଲେ  ଏହା ଜଣାଶୁଣା ଯେ ଭାରତ ଏକ ନିରପେକ୍ଷ ରାଷ୍ଟ୍ର
							
ஒத்த சொற்கள் : ଜଗତପ୍ରସିଦ୍ଧ, ବିଶ୍ୱପ୍ରସିଦ୍ଧ, ବିଶ୍ୱବିଖ୍ୟାତ, ଲୋକପ୍ରସିଦ୍ଧ
பிற மொழிகளில் மொழிபெயர்ப்பு :
जो पूरे विश्व में विख्यात हो।
महात्मा गाँधी विश्व विख्यात व्यक्ति थे।பொருள் : ଅନୁଭବ ଧାରଣ କରୁଥିବା ଲୋକ ବା ଯାହାର କୌଣସି କାମ ଓ ବସ୍ତୁର ଅନୁଭବ ଥାଏ
							எடுத்துக்காட்டு : 
							ଏହି କାମପାଇଁ ଅନୁଭବୀ ବ୍ୟକ୍ତିର ଆବଶ୍ୟକତା ରହିଛି
							
ஒத்த சொற்கள் : ଅନୁଭବୀ
பிற மொழிகளில் மொழிபெயர்ப்பு :
Having experience. Having knowledge or skill from observation or participation.
experienced, experient