பொருள் : ଚୋପା ବା ଛାଲ କାଢ଼ିବା
							எடுத்துக்காட்டு : 
							କୃଷକ ବିଲରେ ଆଖୁ ଛେଲୁଛି
							
ஒத்த சொற்கள் : ଚୋପା ଛଡ଼ାଇବା, ଚୋପା ଛଡ଼େଇବା
பிற மொழிகளில் மொழிபெயர்ப்பு :
பொருள் : ଛେଲିବା କାମ ହେବା
							எடுத்துக்காட்டு : 
							ଆଖୁ ଛେଲାହୋଇଛି
							
பிற மொழிகளில் மொழிபெயர்ப்பு :
பொருள் : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							எடுத்துக்காட்டு : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
ஒத்த சொற்கள் : କାଟିବା, କ୍ଷତ କରିବା
பிற மொழிகளில் மொழிபெயர்ப்பு :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।