பொருள் : କମ୍ ହେବାର ପ୍ରକ୍ରିୟା
							எடுத்துக்காட்டு : 
							ବଢ଼ିଗ୍ରସ୍ତ ଲୋକମାନେ ପାଣି କମିବା ଦେଖି ଖୁସି ହେଲେ
							
ஒத்த சொற்கள் : କମିବା
பிற மொழிகளில் மொழிபெயர்ப்பு :
பொருள் : ଜଣକୁ କିଛି ଦାୟିତ୍ୱ ଦେବା ବା କାହା ଜିମାରେ ରଖିବା
							எடுத்துக்காட்டு : 
							ମୁଁ ଏହି କାମ  ଆପଣଙ୍କ ଜିମା ଦେଲିମୁଁ ଏହି କାମ ଆପଣଙ୍କ ଉପରେ ଛାଡ଼ିଲି
							
ஒத்த சொற்கள் : ଜିମା ଦେବା, ଦାୟିତ୍ୱ ଦେବା
பிற மொழிகளில் மொழிபெயர்ப்பு :
जिम्मेदारी देना या किसी के जिम्मे करना।
मैं यह काम आपको सौंपता हूँ।பொருள் : ଭୁଲରେ କୌଣସି ବସ୍ତୁ କେଉଁଠି ଛାଡ଼ିଦେବା
							எடுத்துக்காட்டு : 
							ଆଜି ମୁଁ ଚାବି ଘରେ ଭୁଲି ଆସିଛି
							
ஒத்த சொற்கள் : ଭୁଲିଯିବା
பிற மொழிகளில் மொழிபெயர்ப்பு :
பொருள் : ଚାକିରିରୁ ବାହାର କରିବା
							எடுத்துக்காட்டு : 
							ମୁଁ ମୋ ପୁରୁଣା ଚାକରାଣୀକୁ ଛାଡ଼ିଦେଲି
							
ஒத்த சொற்கள் : ଛଟେଇ କରିବା, ବର୍ଜନ କରିବା
பிற மொழிகளில் மொழிபெயர்ப்பு :
Remove from a position or an office.
removeபொருள் : ନିଜ ମୁଠାରୁ ଅଲଗା କରିବା କିମ୍ବା ବନ୍ଧନରୁ ମୁକ୍ତ କରିବା
							எடுத்துக்காட்டு : 
							ସେ ପିଞ୍ଜରାରେ ଥିବା ପକ୍ଷୀମାନଙ୍କୁ ମୁକ୍ତ କରିଦେଲେ
							
ஒத்த சொற்கள் : ଖୋଲିବା, ବନ୍ଧନରୁ ମୁକ୍ତ କରିବା, ମୁକ୍ତ କରିବା
பிற மொழிகளில் மொழிபெயர்ப்பு :
अपनी पकड़ से अलग या बंधन से मुक्त करना।
उसने पिंजरे में बंद पक्षियों को आज़ाद किया।பொருள் : ନିଜ ସଙ୍ଗରେ ନ ରଖିବା ବା ଅନ୍ୟ କେଉଁଠି ରଖିବା, ଛାଡ଼ିବା ବା ରହିବାକୁ ଦେବା
							எடுத்துக்காட்டு : 
							ସେ ମୋତେ ମେଳାରେ ହିଁ ଛାଡ଼ିଦେଲା
							
ஒத்த சொற்கள் : ଦୂରେଇଦେବା
பிற மொழிகளில் மொழிபெயர்ப்பு :
Go and leave behind, either intentionally or by neglect or forgetfulness.
She left a mess when she moved out.பொருள் : କାହାରି ପିଛା କରିବାପାଇଁ ଅନ୍ୟକୁ ତା ପଛରେ ଲଗାଇବା
							எடுத்துக்காட்டு : 
							ପୋଲିସ ଚୋରକୁ ଧରିବାପାଇଁ ତା ପଛରେ କୁକୁର ଛାଡ଼ିଲା
							
ஒத்த சொற்கள் : ପଛରେ ଲଗାଇବା
பிற மொழிகளில் மொழிபெயர்ப்பு :
किसी का पीछा करने के लिए किसी को उसके पीछे लगाना।
पुलिस ने चोर को पकड़ने के लिए उसके पीछे कुत्ते छोड़े।பொருள் : ବଞ୍ଚାଇକରି ରଖିବା
							எடுத்துக்காட்டு : 
							ମୁଁ ଆପଣଙ୍କ ପାଇଁ ଖଣ୍ଡେ କେକ୍ ଛାଡ଼ି ଦେଇଛି
							
பிற மொழிகளில் மொழிபெயர்ப்பு :