பொருள் : ଚିହ୍ନିପାରିବାର ପ୍ରକ୍ରିୟା ବା ଭାବ
							எடுத்துக்காட்டு : 
							ତମ୍ବାକୁ ଚିହ୍ନିବା ପ୍ରସ୍ତର ଯୁଗରୁ ହିଁ ହେଇଯାଇଥିଲା
							
பிற மொழிகளில் மொழிபெயர்ப்பு :
The process of recognizing something or someone by remembering.
A politician whose recall of names was as remarkable as his recognition of faces.பொருள் : କୌଣସି ବ୍ୟକ୍ତି ବା ବସ୍ତୁକୁ ଦେଖିବା ମାତ୍ରେ ତାହା କିଏ ବା କଣ ବୋଲି ଜାଣିବା
							எடுத்துக்காட்டு : 
							ମୁଁ ତାଙ୍କୁ ଆଗରୁ ଚିହ୍ନିଥିଲି
							
ஒத்த சொற்கள் : ଜାଣିବା
பிற மொழிகளில் மொழிபெயர்ப்பு :
பொருள் : କୌଣସି ବ୍ୟକ୍ତି, ବସ୍ତୁ ଆଦି ସହ ପୂର୍ବରୁ ପରିଚିତ ହେବା
							எடுத்துக்காட்டு : 
							ମୁଁ ତାକୁ ଗତ ଦଶ ବର୍ଷ ହେଲା ଜାଣିଛି
							
ஒத்த சொற்கள் : ଜାଣିବା
பிற மொழிகளில் மொழிபெயர்ப்பு :
Be familiar or acquainted with a person or an object.
She doesn't know this composer.பொருள் : କୌଣସି ଗୁଣକୁ ଦର୍ଶାଇବା ବା ଯେପରି କଲେ କାହାରି ମହତ୍ତ୍ୱ,ଗୁଣ ଆଦି ପ୍ରକାଶିତ ହୁଏ
							எடுத்துக்காட்டு : 
							ବେଶପୋଷାକରୁ ଯେ ମଣିଷକୁ ଚିହ୍ନିବା, ମୁଁ ଏକଥା ମାନିବିନାହିଁ
							
ஒத்த சொற்கள் : ଜାଣିବା
பிற மொழிகளில் மொழிபெயர்ப்பு :
* गुण दर्शाना या ऐसा करना कि किसी का महत्त्व, गुण आदि झलके।
मैं नहीं मानता कि कपड़े से आदमी की पहचान होती है।