பொருள் : ଯେଉଁ ଋତୁ ବା ମାସରେ ବର୍ଷା ହୁଏ
							எடுத்துக்காட்டு : 
							କେବେ କେବେ ବର୍ଷାକାଳରେ ଏତେ ବର୍ଷା ହୁଏ ଯେ କେତେକ କ୍ଷେତ୍ରରେ ବନ୍ୟା ଆସିଯାଏ
							
ஒத்த சொற்கள் : ଜଳଦ କାଳ, ପ୍ରାବୃଟ କାଳ, ବର୍ଷା ଋତୁ, ବର୍ଷାକାଳ
பிற மொழிகளில் மொழிபெயர்ப்பு :
Rainy season in southern Asia when the southwestern monsoon blows, bringing heavy rains.
monsoonபொருள் : ଆଷାଢ ଶୁକ୍ଳ ଏକାଦଶୀ ଠାରୁ କାର୍ତ୍ତିକ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଚାରି ମାସ ସମୟ
							எடுத்துக்காட்டு : 
							ଚତୁର୍ମାସ୍ୟାରେ ଲୋକେ  ଧାର୍ମିକ ବ୍ରତ ପାଳନ କରନ୍ତି
							
ஒத்த சொற்கள் : ଚାତୁର୍ମାସ୍ୟା