பொருள் : ଯେଉଁ ପ୍ରକାରର ରୋଗରେ ଶରୀରରେ ଜ୍ୱଳନ ଅନୁଭୂତ ହୁଏ ଏବଂ କେବେ କେବେ ଶରୀରରେ ଦାନାଭଳି ବାହାରି ଆସେ
							எடுத்துக்காட்டு : 
							ସେ ଉଷ୍ମାଘାତରେ ବ୍ୟାକୁଳ ହେଉଛି
							
ஒத்த சொற்கள் : ଉଷ୍ମାଘାତ
பிற மொழிகளில் மொழிபெயர்ப்பு :
பொருள் : ମଣିଷକୁ ଛାଡି ଅନ୍ୟ ସ୍ତନ୍ୟପାୟୀମାନଙ୍କର ସେହି ଅବସ୍ଥା ବା ସମୟ ଯେତେବେଳେ ସେମାନଙ୍କର ମୈଥୁନ ଉତ୍ତେଜନା ଏବଂ କାର୍ଯ୍ୟକଳାପ ଚରମସ୍ଥାନରେ ପହଞ୍ଚିଥାଏ
							எடுத்துக்காட்டு : 
							ଗରମ ଗାଈ ପଛରେ କେତେକ ଷଣ୍ଢ ଦୌଡୁଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : ଗରମ ସମୟ
							எடுத்துக்காட்டு : 
							ଖରାରେ ଶୋଷ ଅଧିକ ଲାଗେ
							
ஒத்த சொற்கள் : ଉଷ୍ମ କାଳ, ଖରା, ଗ୍ରୀଷ୍ମ, ଗ୍ରୀଷ୍ମଋତୁ, ଗ୍ରୀଷ୍ମକାଳ
பிற மொழிகளில் மொழிபெயர்ப்பு :
वह मौसम या समय जब कड़ी धूप होती है।
गर्मी में प्यास अधिक लगती है।பொருள் : ତରଳ ବା ଗରମ ହୋଇଥିବା
							எடுத்துக்காட்டு : 
							ମାଆ ତରଳ ଘିଅର ଖାସ୍ତା ଢାଳି ଖିରଗଜା ତିଆରି କରୁଛି
							
பிற மொழிகளில் மொழிபெயர்ப்பு :
பொருள் : ତାତି ଥିବା
							எடுத்துக்காட்டு : 
							ଗରମ ତାୱା ଉପରେ ହିଁ ରୋଟି ପକାଇବା ଦରକାର, ନହେଲେ ତାହା ଲାଗିଯିବ
							
ஒத்த சொற்கள் : ତତଲା
பொருள் : ଗରମ ସୃଷ୍ଟି କରିବା ବା ବଢ଼ାଉଥିବା
							எடுத்துக்காட்டு : 
							ଏହି କୋଟ୍ ବହୁତ ଗରମ
							
பிற மொழிகளில் மொழிபெயர்ப்பு :
Having or producing a comfortable and agreeable degree of heat or imparting or maintaining heat.
A warm body.பொருள் : ଯାହା ବହୁତ ଗରମ
							எடுத்துக்காட்டு : 
							ଥଣ୍ଡା ସମୟରେ ଗରମ ଚା’ ପିଇବାର ମଜା ଅଲଗା
							
பிற மொழிகளில் மொழிபெயர்ப்பு :
Hot enough to burn with or as if with a hissing sound.
A sizzling steak.