பொருள் : ଗମ୍ଭୀର ହେବାର ଗୁଣ କିମ୍ବା ଭାବ
							எடுத்துக்காட்டு : 
							ସେ ସେହି ଘଟଣାର ଗଭୀରକୁ ଗଲା ସେ ଏହି କଥାର ଗଭୀରତା ବୁଝିପାରୁ ନାହିଁ  ସେ ରାତିର ଗହନତାରେ ବୁଲୁଥିଲା
							
பிற மொழிகளில் மொழிபெயர்ப்பு :
பொருள் : ଯିଏ ଚଞ୍ଚଳ ନୁହେଁ
							எடுத்துக்காட்டு : 
							ସେ ଗମ୍ଭୀର ସ୍ୱଭାବର ବ୍ୟକ୍ତି
							
ஒத்த சொற்கள் : ଅଚଞ୍ଚଳ, ଥଣ୍ଡା ମିଜାଜ୍, ଶାନ୍ତ, ସୌମ୍ୟ, ସ୍ଥିର
பிற மொழிகளில் மொழிபெயர்ப்பு :
பொருள் : ଚିନ୍ତା କରିବା ଯୋଗ୍ୟ
							எடுத்துக்காட்டு : 
							ତାର ଅବସ୍ଥା ଚିନ୍ତାଜନକ
							
ஒத்த சொற்கள் : ଚିନ୍ତନୀୟ, ଚିନ୍ତାଜନକ
பிற மொழிகளில் மொழிபெயர்ப்பு :
Causing distress or worry or anxiety.
Distressing (or disturbing) news.பொருள் : ଯାହା କୂଟତାରେ ଭରା ବା ଯାହା ବହୁତ କଠିନ
							எடுத்துக்காட்டு : 
							ଯୁଧିଷ୍ଠିର ଯକ୍ଷଙ୍କ କୂଟ ପ୍ରଶ୍ନର ଉତ୍ତର ଦେଇ ନିଜ ଭାଇମାନଙ୍କୁ ବଞ୍ଚାଇଲେ
							
ஒத்த சொற்கள் : କଠିନ, କୂଟ, କୂଟତାପୂର୍ଣ୍ଣ, ଗୁଢ଼, ଜଟିଳ, ତେଢ଼ା
பிற மொழிகளில் மொழிபெயர்ப்பு :
Difficult to analyze or understand.
A complicated problem.