பொருள் : ମିଶି ଯାଇଥିବା ବା ଜଡ଼ିଯାଇଥିବା ବା ଲାଗି ଯାଇଥିବା ଜିନିଷ୍ଆଦିର ଅଲଗା ହେବା
							எடுத்துக்காட்டு : 
							କମିଜର ବୋତାମ ବାହାରି ଯାଇଛି ବହିର ପତ୍ର ବାହାରି ପଡ଼ିଛି ଯୋଡ଼େଇ କାରଣରୁ କାନ୍ଥର ସିମେଣ୍ଟ ଖସି ଯାଇଛି
							
ஒத்த சொற்கள் : ଉଖାଡ଼ି ଯିବା, ପୃଥକ ହେବା, ବାହାରି ଯିବା
பிற மொழிகளில் மொழிபெயர்ப்பு :
பொருள் : ଚୁପ୍ହୋଇ ଚାଲିଯିବା
							எடுத்துக்காட்டு : 
							ସେ ମୋ ପଇସା ନେଇ ଖସିଗଲା
							
பிற மொழிகளில் மொழிபெயர்ப்பு :
பொருள் : ଚିକ୍କଣ ହେବା କାରଣରୁ କୌଣସି ବସ୍ତୁ ନିଜ ସ୍ଥାନରେ ରହି ନପାରିବା
							எடுத்துக்காட்டு : 
							ରାସ୍ତାରେ ଚାଲିବା ସମୟରେ ମୋ ଗୋଡ଼ ଖସିଗଲା ଓ ମୁଁ ପଡ଼ିଗଲି
							
ஒத்த சொற்கள் : ଖସରି ପଡ଼ିବା, ପଡ଼ିଯିବା
பிற மொழிகளில் மொழிபெயர்ப்பு :
பொருள் : ପାସ୍ କରିବା
							எடுத்துக்காட்டு : 
							ମୁଁ ତିନିଟା ପେପରରେ ତ ଖସିଯିବି, କିନ୍ତୁ ଚତୁର୍ଥଟା ବିଷୟରେ କିଛି କହିପାରୁନି
							
ஒத்த சொற்கள் : ଉତ୍ତୀର୍ଣ୍ଣହେବା, ପାସ୍ କରିବା
பிற மொழிகளில் மொழிபெயர்ப்பு :