பொருள் : ଯେଉଁ ବହୁତ ବଡ଼ ଚୁଲି ଉପରେ ଆଖୁ ରସକୁ ରାନ୍ଧି ଗୁଡ଼ ପ୍ରସ୍ତୁତ କରାଯାଏ
							எடுத்துக்காட்டு : 
							ରାମଧାରୀ ଖନ୍ଦାଉପରେ ବସିଥିବା କଡ଼େଇରେ ଆଖୁ ରସ ଢାଳୁଛି
							
ஒத்த சொற்கள் : ବଡ଼ଚୁଲି
பிற மொழிகளில் மொழிபெயர்ப்பு :
பொருள் : ଲୁହା, ମାଟିଆଦିରେ ନିର୍ମିତ ଏକମୁହାଁ ପାତ୍ର ଯେଉଁଥିରେ ବିଶେଷକରି କୋଇଲା ଜଳାଯାଏ
							எடுத்துக்காட்டு : 
							ସେ ଚୁଲିରେ ଚା’ ବସେଇଛି
							
ஒத்த சொற்கள் : ଚୁଲା, ଚୁଲି, ରନ୍ଧନଗର୍ତ୍ତ
பிற மொழிகளில் மொழிபெயர்ப்பு :