பொருள் : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
							எடுத்துக்காட்டு : 
							ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
							
ஒத்த சொற்கள் : କର, ଟିକସ୍, ଟ୍ୟାକ୍ସ୍
பிற மொழிகளில் மொழிபெயர்ப்பு :
Charge against a citizen's person or property or activity for the support of government.
revenue enhancement, tax, taxationபொருள் : ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର
							எடுத்துக்காட்டு : 
							ମୋତେ  କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ
							
ஒத்த சொற்கள் : ବାର୍ଷିକ କର, ସାଲିଆନା, ସାଲିୟାନା
பிற மொழிகளில் மொழிபெயர்ப்பு :
प्रति वर्ष दिया जाने वाला कोई शुल्क या कर।
मुझे बीस हज़ार सालिया भरना पड़ता है।Charge against a citizen's person or property or activity for the support of government.
revenue enhancement, tax, taxationபொருள் : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
							எடுத்துக்காட்டு : 
							ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
							
ஒத்த சொற்கள் : କର
பிற மொழிகளில் மொழிபெயர்ப்பு :
Charge against a citizen's person or property or activity for the support of government.
revenue enhancement, tax, taxation