பொருள் : ଇଟା,ପଥର,କାଠଆଦି ଦ୍ୱାରା ପ୍ରାୟ ସ୍ଥାୟୀ ରୂପରେ ପ୍ରସ୍ତୁତ ଏପରି କୌଣସି ନିର୍ମାଣ ଯେଉଁଥିରେ ଛାତ ଓ ପାଚେରିଥାଏ ଏବଂ ଯାହା ବାସ୍ତୁର ଅନ୍ତର୍ଗତ ହୋଇଥାଏ
							எடுத்துக்காட்டு : 
							ଏହି ଭବନ ନିର୍ମାଣପାଇଁ ତିନି ବର୍ଷ ଲାଗିଗଲା
							
ஒத்த சொற்கள் : ବିଲ୍ଡ଼ିଙ୍ଗ୍, ଭବନ
பிற மொழிகளில் மொழிபெயர்ப்பு :
பொருள் : ଘରର ଉପରି ଭାଗ ଯାହା ଅନୁଚ୍ଚ କାନ୍ଥଦ୍ୱାରା ଘେରା ହୋଇଥାଏ
							எடுத்துக்காட்டு : 
							ପିଲାମାନେ କୋଠା ଉପରେ ଖୁସିରେ ଡିଆଁଡେଇଁ କରୁଛନ୍ତି
							
பிற மொழிகளில் மொழிபெயர்ப்பு :