பொருள் : ସେତିକି ବସ୍ତୁ ବା ଅଂଶ ଯାହାକୁ ଥରକରେ ଘଣାରେ ଢାଳି ପେଡ଼ା ଯାଇପାରେ ବା ଚକିରେ ପେଷା ଯାଇପାରେ
							எடுத்துக்காட்டு : 
							ପେଷିବା ପାଇଁ ଆଉ ଦୁଇ ଥର ବାକି ଅଛି
							
பிற மொழிகளில் மொழிபெயர்ப்பு :
பொருள் : କିସ୍ତିରେ ଶୁଝାଯାଉଥିବା ଋଣର ସେହି ଅଂଶ
							எடுத்துக்காட்டு : 
							ମୁଁ ଏହି ମାସର କିସ୍ତି ଜମା କରିଦେଇଛି
							
பொருள் : ଋଣ କିମ୍ବା ଦେବାକୁଥିବା କୌଣସି ଅଂଶ ଯାହା ଏକ ସମୟରେ ଦିଆଯାଏ
							எடுத்துக்காட்டு : 
							ମୁଁ ଏହି ଋଣ କିସ୍ତିରେ ଶୁଝିବି
							
பிற மொழிகளில் மொழிபெயர்ப்பு :
A payment of part of a debt. Usually paid at regular intervals.
installment