பொருள் : ଧାରୁଆ ଅସ୍ତ୍ରଆଦିରେ କୌଣସି ବସ୍ତୁଆଦିକୁ ଦୁଇ କିମ୍ବା କେତେ ଖଣ୍ଡ କରିବା ବା କେତେ ଭାଗରେ ଅଲଗା କରିବା
							எடுத்துக்காட்டு : 
							ମାଳୀ ଛୋଟ ଗଛଗୁଡ଼ିକୁ କାଟୁଅଛି
							
ஒத்த சொற்கள் : କଲମ କରିବା
பிற மொழிகளில் மொழிபெயர்ப்பு :
பொருள் : ତାସ ଖେଳରେ ରଙ୍ଗହୋଇଥିବା କୌଣସି ପତାଦ୍ୱାରା ଅନ୍ୟପତାକୁ ପ୍ରଭାବହୀନ କରିବା
							எடுத்துக்காட்டு : 
							ରାମୁ ରଙ୍ଗର ପଞ୍ଚାଦ୍ୱାରା ମୋ ଟୀକାକୁ କାଟିଲା
							
ஒத்த சொற்கள் : ନଷ୍ଟକରିବା, ମାରିବା
பிற மொழிகளில் மொழிபெயர்ப்பு :
ताश के खेल में तुरुप के किसी पत्ते द्वारा किसी दूसरे पत्ते को प्रभावहीन करना।
रामू ने तुरुप के पंजे से मेरे एक्के को काटा।பொருள் : କାହାର ମତ, ବିଚାର ବା କଥନକୁ ଭୁଲ୍ ସାବ୍ୟସ୍ତ କରିବା
							எடுத்துக்காட்டு : 
							ସେ ମୋର କଥାକୁ ଖଣ୍ଡନ କଲା
							
ஒத்த சொற்கள் : ଖଣ୍ଡନ କରିବା
பிற மொழிகளில் மொழிபெயர்ப்பு :
பொருள் : ଆଘାତ ଲଗିବାପରେ କଷ୍ଟ ହେବା
							எடுத்துக்காட்டு : 
							ପଥରରେ ମାଡ଼ ହେବାକ୍ଷଣି ମୋ ମୁଣ୍ଡରେ ଯନ୍ତ୍ରଣା ହେବାକୁ ଲାଗିଲା
							
ஒத்த சொற்கள் : କଷ୍ଟହେବା, ଦରଜହେବା, ପୀଡ଼ାହେବା, ଯନ୍ତ୍ରଣା ହେବା
பிற மொழிகளில் மொழிபெயர்ப்பு :
चोट आदि लगने पर तक़लीफ़ होना।
पत्थर से टकराते ही मेरे सर में पीड़ा होने लगी।பொருள் : ରସ, ଛାଲ ଆଦି ବାହାର କରିବା ପାଇଁ ଶରୀର, ଗଛ ଆଦି ଉପରେ କୌଣସି ହତିଆର ଦ୍ୱାରା ଆଘାତ କରି ତା ଉପର ଭାଗ କାଟିବା ବା ଛେଲିବା
							எடுத்துக்காட்டு : 
							ମହେଶ ନିମ ଗଣ୍ଡିକୁ ଛେଲୁଛି
							
ஒத்த சொற்கள் : କ୍ଷତ କରିବା, ଛେଲିବା
பிற மொழிகளில் மொழிபெயர்ப்பு :
रस, छाल आदि निकालने के लिए शरीर, पेड़-पौधे आदि पर किसी हथियार से आघात करके उसके ऊपर का भाग काटना या खुरचना।
महेश नीम के तने को पाछ रहा है।பொருள் : କଇଁଚି ବା ସେହିପରି କୌଣସି ହତିଆରଦ୍ୱାରା କାଟିବା
							எடுத்துக்காட்டு : 
							ମାଳି ବଗିଚାରେ ଛୋଟଗଛଗୁଡ଼ିକ ପ୍ରତି ମାସରେ କାଟେ
							
பிற மொழிகளில் மொழிபெயர்ப்பு :
பொருள் : ତାସ ଆଦିର ଗଦାରୁ କିଛିଭାଗ ଉଠାଇ ଅଲଗା କରିବା
							எடுத்துக்காட்டு : 
							ଯାଦୁକରର କହିବା ଅନୁସାରେ ମୁଁ ତାସକୁ କାଟିଲି
							
ஒத்த சொற்கள் : ଅଲଗା କରିବା
பிற மொழிகளில் மொழிபெயர்ப்பு :
Divide a deck of cards at random into two parts to make selection difficult.
Wayne cut.பொருள் : କୌଣସି ବସ୍ତୁରୁ କୌଣସି ଅଂଶ ଅଲଗା କରିଦେବା
							எடுத்துக்காட்டு : 
							ହିସାବ ଅଧିକାରୀ ମୋ ଦରମାରୁ କୋଡ଼ିଏ ପ୍ରତିଶତ ଆୟକର କାଟୁଛନ୍ତି
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ଲେଖାକୁ କଲମରେ କାଟିଦେବା
							எடுத்துக்காட்டு : 
							ଶିକ୍ଷକ ଭୁଲ ଉତ୍ତରକୁ କାଟିଦେଲେ
							
ஒத்த சொற்கள் : ଛକି ମାରିବା
பிற மொழிகளில் மொழிபெயர்ப்பு :
பொருள் : ନିର୍ବାହ କରିବା ବା ବିତାଇଥିବା
							எடுத்துக்காட்டு : 
							ସେ ତାର ପିଲାଦିନ ଅତି ଗରିବ ଅବସ୍ଥାରେ କାଟିଥିଲା
							
ஒத்த சொற்கள் : ନିର୍ବାହ କରିବା, ବିତାଇବା
பிற மொழிகளில் மொழிபெயர்ப்பு :
निर्वाह करना या व्यतीत करना।
उसने अपना बचपन बहुत गरीबी में बिताया।