பொருள் : ବାହର ତତ୍ତ୍ୱ, କୀଟାଣୁଆଦିର କୌଣସି ସ୍ଥାନରେ ହୋଇଥିବା ଜମାଟ
							எடுத்துக்காட்டு : 
							ବର୍ଷା ଦିନରେ ସ୍ଥାନେ ସ୍ଥାନେ ଏକତ୍ରିତ ଜଳ କାରଣରୁ ରୋଗ ଜୀବାଣୁ, ମଶାଆଦିର ହେଉଥିବା ଉପନିବେଶ, ବେମାରୀର କାରଣ ହୋଇଥାଏ
							
ஒத்த சொற்கள் : ଉପନିବେଶ
பிற மொழிகளில் மொழிபெயர்ப்பு :
(microbiology) a group of organisms grown from a single parent cell.
colonyபொருள் : ଯେଉଁ ସ୍ଥାନରେ କିଛି ଲୋକ ଘର ତିଆରିକରି ରହିଥାଆନ୍ତି
							எடுத்துக்காட்டு : 
							ଗଣେଶ ପୂଜାପାଇଁ ସାରା ବସ୍ତିର ଲୋକ ଏକାଠି ହୋଇଛନ୍ତି
							
ஒத்த சொற்கள் : ବସ୍ତି
பிற மொழிகளில் மொழிபெயர்ப்பு :
An area where a group of families live together.
settlement