பொருள் : ଲେଖା, ଚିତ୍ର ଆଦିର ଅବିକଳ ରୂପ ତିଆରିକରିବା
							எடுத்துக்காட்டு : 
							ବିଦ୍ୟାର୍ଥୀମାନେ କଳାପଟା ଉପରେ ଲେଖାଯାଇଥିବା ପ୍ରଶ୍ନଗୁଡ଼ିକୁ ନିଜ ଖାତାରେ ଉତାରିଲେ
							
ஒத்த சொற்கள் : ନକଲକରିବା, ପ୍ରତିରୂପକରିବା
பிற மொழிகளில் மொழிபெயர்ப்பு :
लिखावट,चित्र आदि का जैसा है वैसा ही रूप बनाना।
विद्यार्थी ने श्यामपट्ट पर लिखे प्रश्नों को अपनी पुस्तिका में उतारा।பொருள் : ଲାଗିଥିବା ବା ଉପର ବସ୍ତୁକୁ ଅଲଗାକରିବା
							எடுத்துக்காட்டு : 
							କଂସେଇ ଛେଳିର ଚମଡା ଉତାରୁଛି
							
பிற மொழிகளில் மொழிபெயர்ப்பு :
Peel off the outer layer of something.
peel offபொருள் : ନିଆଁ ଉପରେ ପଦାର୍ଥକୁ ରାନ୍ଧି ପ୍ରସ୍ତୁତ କରିବା
							எடுத்துக்காட்டு : 
							ଆପଣ ପାଞ୍ଚମିନିଟ ରୁହନ୍ତୁ,ମୁଁ ସଙ୍ଗେସଙ୍ଗେ ହିଁ କିଛି ପୁରି ତିଆରିକରୁଛି
							
ஒத்த சொற்கள் : ତିଆରିକରିବା
பிற மொழிகளில் மொழிபெயர்ப்பு :
பொருள் : ପିନ୍ଧା ବସ୍ତୁକୁ ଖୋଲିବା
							எடுத்துக்காட்டு : 
							ପିଲାମାନେ ଗାଧୋଇବା ପାଇଁ ନିଜ ପୋଷାକ ଖୋଲିଲେ
							
ஒத்த சொற்கள் : ଖୋଲିବା, ବାହାର କରିବା
பிற மொழிகளில் மொழிபெயர்ப்பு :