பொருள் : ସାଧନାରେ ଯମର ଏକ ଭେଦ
							எடுத்துக்காட்டு : 
							ଅପରିଗ୍ରହ ବିନା  ସାଧନା ଫଳବତୀ ହୋଇପାରେ ନାହିଁ
							
பிற மொழிகளில் மொழிபெயர்ப்பு :
பொருள் : ଦାନ ନ ନେବାର ପ୍ରକ୍ରିୟା
							எடுத்துக்காட்டு : 
							ଅପରିଗ୍ରହ ମନୁଷ୍ୟକୁ ସ୍ୱାବଲମ୍ବୀ କରାଏ
							
பிற மொழிகளில் மொழிபெயர்ப்பு :
பொருள் : କୌଣସି ବସ୍ତୁକୁ ଗ୍ରହଣ ନ କରିବା ବା ଦାନ ନ ନେବାର ପ୍ରକ୍ରିୟା
							எடுத்துக்காட்டு : 
							ଅପ୍ରତିଗ୍ରହଣ ତା ଜୀବନ ଶୈଳୀର ଏକ ଅଙ୍ଗ ଥିଲା
							
ஒத்த சொற்கள் : ଅପ୍ରତିଗ୍ରହଣ
பிற மொழிகளில் மொழிபெயர்ப்பு :
किसी वस्तु को ग्रहण न करने या दान न लेने की क्रिया।
अप्रतिग्रहण उसके जीवन-शैली का एक अंग था।பொருள் : ଶରୀରର ଆବଶ୍ୟକତାଠାରୁ ଅଧିକ ଧନର ପରିତ୍ୟାଗ
							எடுத்துக்காட்டு : 
							ସେ ଅପରିଗ୍ରହ ପରେ ଆଶ୍ରମରେ ରହିବାକୁ ଲାଗିଲେ
							
பிற மொழிகளில் மொழிபெயர்ப்பு :
பொருள் : ଜୈନ ଶାସ୍ତ୍ର ଅନୁସାରେ ମୋହ ପରିତ୍ୟାଗ
							எடுத்துக்காட்டு : 
							ଅପରିଗ୍ରହ ବିନା ସାଂସାରିକ ଦୁଃଖ ଗୁଡ଼ିକର ଶେଷ ହୁଏ ନାହିଁ
							
பிற மொழிகளில் மொழிபெயர்ப்பு :