பொருள் : ରାଜ୍ୟ କାର୍ଯ୍ୟର ପ୍ରବନ୍ଧ ଓ ସଞ୍ଚାଳନ
							எடுத்துக்காட்டு : 
							ଆଜିକାଲି ଦେଶର ଶାସନ ଭ୍ରଷ୍ଟାଚାରିଙ୍କ ହାତରେ ରହିଛି
							
ஒத்த சொற்கள் : ପ୍ରଶାସନ, ଶାସନ, ଶାସନବ୍ୟବସ୍ଥା
பிற மொழிகளில் மொழிபெயர்ப்பு :
राज्य के कार्यों का प्रबंध और संचालन।
आजकल देश का शासन भ्रष्टाचारियों के हाथ में है।பொருள் : ମହାଭାରତର ଗୋଟିଏ ପର୍ବ
							எடுத்துக்காட்டு : 
							ଆଜି କଥାକାର ଅନୁଶାସନ ପର୍ବର ବ୍ୟାଖ୍ୟା କରିବାକୁ ଯାଉଛନ୍ତି
							
ஒத்த சொற்கள் : ଅନୁଶାସନ ପର୍ବ
பிற மொழிகளில் மொழிபெயர்ப்பு :
பொருள் : ସେହି ନିୟମ ଯାହା କୌଣସି ସଂସ୍ଥା ବା ଗୋଷ୍ଠୀର ସଦସ୍ୟମାନଙ୍କୁ ନିୟମ ପୂର୍ବକ ଯଥାର୍ଥ ଆଚରଣ ବା କାର୍ଯ୍ୟ କରିବାକୁ ବାଧ୍ୟ କରେ
							எடுத்துக்காட்டு : 
							ଅନୁଶାସନ ଦେଶକୁ ମହାନ୍ କରେ
							
ஒத்த சொற்கள் : ନିୟମପାଳନ
பிற மொழிகளில் மொழிபெயர்ப்பு :