பொருள் : ଯେଉଁ ସ୍ଥାନ କୌଣସି ବିଶେଷ କାର୍ଯ୍ୟ ନିମନ୍ତେ ଆରକ୍ଷିତ ଥାଏ
							எடுத்துக்காட்டு : 
							ସୈନିକମାନଙ୍କ ପ୍ରଶିକ୍ଷଣ କ୍ଷେତ୍ରରେ ଆମେ ପ୍ରବେଶ କରିପାରିବା ନାହିଁ
							
ஒத்த சொற்கள் : କ୍ଷେତ୍ର
பிற மொழிகளில் மொழிபெயர்ப்பு :
A part of a structure having some specific characteristic or function.
The spacious cooking area provided plenty of room for servants.பொருள் : ଶାଢ଼ୀ, ଓଢ଼ଣୀଆଦିର ଯେଉଁ ଅଂଶ କାନ୍ଧ ଉପରେ ପଡ଼ିଥାଏ
							எடுத்துக்காட்டு : 
							ପିଲାଟି ମାଆଙ୍କ ଶାଢ଼ୀର କାନିକୁ ଧରିଛି
							
பிற மொழிகளில் மொழிபெயர்ப்பு :
பொருள் : ସେହି ଦେଶ,ପ୍ରଦେଶ,ଜିଲ୍ଲା,କ୍ଷେତ୍ର,ସହର,ଗାଁ ଆଦି ଯେଉଁଠାରେ ଆପଣ (ବା କୌଣସି ବ୍ୟକ୍ତି) ରହିଥାନ୍ତି
							எடுத்துக்காட்டு : 
							ଭାରତ ମୋ ଦେଶ
							
ஒத்த சொற்கள் : ଦେଶ, ପ୍ରଦେଶ, ମୁଲକ, ରାଜ୍ୟ, ରାଷ୍ଟ୍ର
பிற மொழிகளில் மொழிபெயர்ப்பு :
The country or state or city where you live.
Canadian tariffs enabled United States lumber companies to raise prices at home.பொருள் : ସହରର ସେହି ଅଞ୍ଚଳ ଯେଉଁଥିରେ ବହୁତ କୋଠା ରହିଛି
							எடுத்துக்காட்டு : 
							ତାର ଘର ଏହି ମହଲାରେ ଅଛି
							
பிற மொழிகளில் மொழிபெயர்ப்பு :
A district into which a city or town is divided for the purpose of administration and elections.
ward