ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାୟ ପଚାଶରୁ ଷାଠିଏ ଫୁଟ ଉଚ୍ଚ ହେଉଥିବା ଏକ ଗଛ ଯାହାର ଫଳ ଔଷଧ ତିଆରିରେ ଲାଗେ
ଉଦାହରଣ : ହରିଡ଼ା ଛାଲି ଗାଢ଼ ଖଇରିଆ ରଙ୍ଗର ହୋଇଥାଏ
ସମକକ୍ଷ : ହରିତକୀ
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक बड़ा वृक्ष जो लगभग पचास से साठ फुट ऊँचा होता है एवं जिसके फल दवा के काम आते हैं।
A tall perennial woody plant having a main trunk and branches forming a distinct elevated crown. Includes both gymnosperms and angiosperms.
ଅର୍ଥ : ଅଳ୍ପ ଶାଗୁଆ ମିଶା ହଳଦିଆ ରଙ୍ଗର ଏକ ଫଳ ଯାହା ଔଷଧ କାମରେ ଆସେ
ଉଦାହରଣ : ଶୁଖିଲା କାଶରେ ହରିଡ଼ାର ବ୍ୟବହାର ହୋଇଥାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
हल्का हरापन लिए हुए पीले रंग का एक फल जो औषध के काम आता है।
ସଂସ୍ଥାପନ କରନ୍ତୁ