ଅର୍ଥ : ଯାତ୍ରୀମାନେ ବିଶ୍ରାମ ନେଉଥିବା ସ୍ଥାନ
ଉଦାହରଣ :
କେଦାରନାଥ ଯାତ୍ରା ସମୟରେ ଆମେ ଗୋଟିଏ ପାନ୍ଥଶାଳାରେ ବିଶ୍ରାମ କରିଥିଲୁ
ସମକକ୍ଷ : ଚଟିଘର, ପାନ୍ଥଶାଳା, ଯାତ୍ରୀ ବିଶ୍ରାମାଗାର, ସରାଇଘର, ସରେଇଖାନା
ଅନ୍ୟ ଭାଷାରେ ଅନୁବାଦ :
यात्रियों के ठहरने का स्थान।
केदारनाथ जाते समय हमने एक सराय में विश्राम किया था।