ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋରଖପନ୍ଥୀ ସାଧୁ
ଉଦାହରଣ : ଆମ ଗାଆଁକୁ ଜଣେ ବହୁତ ବଡ଼ ଯୋଗୀ ଆସିଛନ୍ତି
ସମକକ୍ଷ : ଯୋଗୀ, ସାଧୁ
ଅନ୍ୟ ଭାଷାରେ ଅନୁବାଦ :हिन्दी
गोरखपंथी साधु।
ଅର୍ଥ : ସାଂସାରିକତାରୁ ଅଲଗାରହି ଧାର୍ମିକ ଜୀବନ ବିତାଉଥିବା ପୁରୁଷ
ଉଦାହରଣ : ସାଧୁର ଜୀବନ ପରୋପକାରରେ ହିଁ ବିତିଥାଏ
ସମକକ୍ଷ : ବାଆଜୀ, ବାବାଜୀ, ସାଧୁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
सांसारिकता से अलग रहकर धार्मिक जीवन बिताने वाला पुरुष।
(Hinduism) an ascetic holy man.
ସଂସ୍ଥାପନ କରନ୍ତୁ