ଅର୍ଥ : କୌଣସି ଦେଶ ବା କ୍ଷେତ୍ରଆଦିର ମୁଖ୍ୟ ଶାସିକା
ଉଦାହରଣ :
ରେଜିଆ ସୁଲତାନ, ଲକ୍ଷ୍ମୀବାଈଆଦି କେତେକ ରାଣୀ ନିଜ ପରାକ୍ରମ ବଳରେ ଶତ୍ରୁମାନଙ୍କ ଦର୍ପ ଭାଙ୍ଗିଥିଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ଶାସନ କରେ
ଉଦାହରଣ :
ରାଣୀ ଲକ୍ଷ୍ମୀବାଈ ଜଣେ କୁଶଳ ପ୍ରଶାସିକା ଥିଲେ
ସମକକ୍ଷ : ପ୍ରଶାସିକା, ଶାସନକର୍ତ୍ତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
A woman emperor or the wife of an emperor.
empress