ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଘୋଡ଼ାମୁହଁରେ ଲଗାଯାଉଥିବା ଚମଡ଼ା ରସି ଯାହାର ଦୁଇ ପାଖରେ ଦଉଡ଼ି ବା ଚମଡ଼ାର ବନ୍ଧନୀ ବନ୍ଧା ହୋଇଥାଏ
ଉଦାହରଣ : ଘୋଡ଼ାଚାଳକ ଘୋଡ଼ାର ଲଗାମଧରି ଚାଲୁଅଛି
ଅନ୍ୟ ଭାଷାରେ ଅନୁବାଦ :हिन्दी English
घोड़े के मुँह में लगाया जाने वाला वह ढाँचा जिसके दोनों ओर रस्से या चमड़े के तस्मे बँधे रहते हैं।
One of a pair of long straps (usually connected to the bit or the headpiece) used to control a horse.
ଅର୍ଥ : ଘୋଡ଼ା ବେକରେ ବନ୍ଧାଯାଉଥିବା ଦଉଡ଼ି
ଉଦାହରଣ : ସଇସ ଲଗାମ ଧରି ଚାଲୁଥିଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
घोड़े के गर्दन में बाँधने की रस्सी।
ସଂସ୍ଥାପନ କରନ୍ତୁ