ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବହୁମୂଲ୍ୟ ଚମକୁଥିବା ଖଣିଜ ପଦାର୍ଥ ଯାହା ଆଭୂଷଣଆଦିରେ ଲଗାଯାଏ
ଉଦାହରଣ : ହୀରା, ନୀଳା, ମୋତିଆଦିକୁ ରତ୍ନରେ ଗଣାଯାଏ
ସମକକ୍ଷ : ରତନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बहुमूल्य चमकीले खनिज पदार्थ जो आभूषणों आदि में जड़े जाते हैं।
A precious or semiprecious stone incorporated into a piece of jewelry.
ଅର୍ଥ : ହୀରା, ମୋତିଆଦି ରତ୍ନସମୂହ
ଉଦାହରଣ : ରାଜମୁକୁଟରେ ଅନେକ ରତ୍ନ ଖଚିତ ହୋଇଛି
हीरा, पन्ना, मोती आदि रत्न समूह।
ଅର୍ଥ : ଯେ ନିଜ ଜାତି,ବର୍ଗ ଆଦି ଆଡୁ ବହୁତ ଭଲ ବା ଆଗୁଆ ଥାଏ
ଉଦାହରଣ : ତାଜମହଲକୁ ଇସଲାମୀ କଳାର ରତ୍ନ ବୋଲି ବିଚାର କରାଯାଏ
ଅନ୍ୟ ଭାଷାରେ ଅନୁବାଦ :हिन्दी
वह जो अपनी जाति, वर्ग आदि में औरों से बहुत अच्छा या बढ़-चढ़कर हो।
ସଂସ୍ଥାପନ କରନ୍ତୁ