ଅର୍ଥ : ଯେଉଁ ବର୍ଣ୍ଣର ଉଚ୍ଚାରଣ ମୂର୍ଦ୍ଧାରୁ ହୋଇଥାଏ
ଉଦାହରଣ :
ଟ ବର୍ଗର ସମସ୍ତ ବର୍ଣ୍ଣ ମୂର୍ଦ୍ଧନ୍ୟ
ଅନ୍ୟ ଭାଷାରେ ଅନୁବାଦ :
वह वर्ण जिसका उच्चारण मूर्द्धा से होता है।
टवर्ग के सभी वर्ण मूर्द्धन्य हैं।ଅର୍ଥ : ଯେ ବହୁତ ବଡ଼ ବା ଭଲ
ଉଦାହରଣ :
ମହାତ୍ମା ଗାନ୍ଧି ଜଣେ ମହାନ୍ ବ୍ୟକ୍ତି ଥିଲେ
ଅନ୍ୟ ଭାଷାରେ ଅନୁବାଦ :
Of major significance or importance.
A great work of art.