ଅର୍ଥ : ଜଣେ ଦୈତ୍ୟ
ଉଦାହରଣ :
ମହାର୍ଣ୍ଣବର ବର୍ଣ୍ଣନା ପୁରାଣରେ ମିଳେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବୃହତ ଜଳରାଶି
ଉଦାହରଣ :
ଭାରତ ମହାସାଗର ପୃଥିବୀର ତୃତୀୟ ବୃହତ୍ତମ ମହାସାଗର
ସମକକ୍ଷ : ମହା ସମୁଦ୍ର, ମହାସାଗର
ଅନ୍ୟ ଭାଷାରେ ଅନୁବାଦ :
जल की बहुत बड़ी राशि।
हिन्द महासागर विश्व का तीसरा सबसे बड़ा महासागर है।A large body of water constituting a principal part of the hydrosphere.
ocean