ଅର୍ଥ : ଚେହେରା ବା ମୁଁହର ଆକୃତିରୁ ପ୍ରକଟ ହେଉଥିବା ମନର ଭାବ
ଉଦାହରଣ :
ବାପାଙ୍କ ଚେହେରା ଦେଖି ମୁଁ ଭୟଭୀତ ହୋଇଗଲି
ସମକକ୍ଷ : ଚେହେରା, ଦୃଷ୍ଟିଭଙ୍ଗୀ, ହାବଭାବ
ଅନ୍ୟ ଭାଷାରେ ଅନୁବାଦ :
चेहरे या मुख की आकृति से प्रकट होने वाले मन के भाव।
पिताजी का रुख़ देखकर मैं सहम गई।