ଅର୍ଥ : ଯେ ପ୍ରକୃତରେ ସାଧୁ ନୁହନ୍ତି, କେବଳ ସାଧୁ ହେବାର ଅଭିନୟ କରନ୍ତି
ଉଦାହରଣ :
ଆଜିକାଲି ସମାଜରେ ନକଲି ସାଧୁ କମ୍ ନାହାଁନ୍ତି
ସମକକ୍ଷ : ନକଲି ସାଧୁ, ଭଣ୍ଡ ବାଆଜୀ, ଭଣ୍ଡ ବାବାଜୀ
ଅନ୍ୟ ଭାଷାରେ ଅନୁବାଦ :
वह साधु जो वास्तव में साधु न हो, केवल साधु बनने का ढोंग कर रहा हो।
आज-कल समाज में असाधुओं की कमी नहीं है।