ଅର୍ଥ : ନିଜର ବ୍ୟଙ୍ଗପୂର୍ଣ୍ଣ କଥାରେ କାହାକୁ ମର୍ମାହତ କରିବା
ଉଦାହରଣ :
ପରୀକ୍ଷାରେ ଭଲ ଫଳ ନହେବାରୁ ସମସ୍ତେ ଋତୁପର୍ଣ୍ଣାକୁ ବ୍ୟଙ୍ଗୋକ୍ତି କରୁଥିଲେ
ସମକକ୍ଷ : ଥଟ୍ଟା କରିବା
ଅନ୍ୟ ଭାଷାରେ ଅନୁବାଦ :
किसी को अपनी व्यंगपूर्ण बातों से मर्माहत करना।
परीक्षा में अच्छा परिणाम न मिलने के कारण सभी रितु पर कटाक्ष कर रहे थे।