ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିସ୍ତାର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିସ୍ତାର   ବିଶେଷ୍ୟ

ଅର୍ଥ : ଲମ୍ବା ଚଉଡ଼ାଆଦି

ଉଦାହରଣ : ଭାରତର ବିସ୍ତାର ହିମାଳୟରୁ କନ୍ୟାକୁମାରୀ ପର୍ଯ୍ୟନ୍ତ

ସମକକ୍ଷ : ପ୍ରସାର


ଅନ୍ୟ ଭାଷାରେ ଅନୁବାଦ :

लंबाई, चौड़ाई आदि।

भारत का विस्तार हिमालय से लेकर कन्या कुमारी तक है।
आयाम, प्रसार, प्रसृति, फैलाव, वितान, विस्तार, व्रतती

The distance or area or volume over which something extends.

The vast extent of the desert.
An orchard of considerable extent.
extent

ଅର୍ଥ : ବିସ୍ତାର ବା ବଢ଼ିବାର କ୍ରିୟା ବା ଭାବ

ଉଦାହରଣ : ଏ କଥାକୁ ଏତେ ପ୍ରସାର କରନାହିଁ

ସମକକ୍ଷ : ପ୍ରସାର, ବଢ଼ାଅ


ଅନ୍ୟ ଭାଷାରେ ଅନୁବାଦ :

फैलने या बढ़ने की क्रिया का भाव।

इस बात को इतना तूल मत दीजिए।
तूल, विस्तार

The act of increasing (something) in size or volume or quantity or scope.

enlargement, expansion