ଅର୍ଥ : ଭାର ବୋହିବାର ଏକ ରୀତି ଯେଉଁଥିରେ ଗୋଟିଏ ବାଡ଼ିର ଦୁଇ ପଟେ ଶିକା ଝୁଲିଥାଏ
ଉଦାହରଣ :
ଶ୍ରବଣ କୁମାର ତାଙ୍କ ଅନ୍ଧ ମାତାପିତାଙ୍କୁ ଭାରରେ ବସାଇ ତୀର୍ଥଯାତ୍ରା କରାଇଥିଲେ
ସମକକ୍ଷ : ଭାର
ଅନ୍ୟ ଭାଷାରେ ଅନୁବାଦ :
Support consisting of a wooden frame across the shoulders that enables a person to carry buckets hanging from each end.
yoke