ଅର୍ଥ : କୌଣସି କାରଣରୁ ରକ୍ତ ସଂଚାର ରୋକିଗଲେ ହାତ ବା ଗୋଡ଼ର କୌଣସି ଭାଗ ସମ୍ବେଦନ ରହିତ ହୋଇଯିବା
ଉଦାହରଣ :
ଶୋଇଲା ବେଳେ ମୁଣ୍ଡ ତଳେ ଚାପି ହୋଇଯିବାରୁ ମୋ ହାତ ବଧିରା ହୋଇଯାଇଛି
ଅନ୍ୟ ଭାଷାରେ ଅନୁବାଦ :
किसी कारण से रक्त संचार रुकने से हाथ या पैर के किसी भाग का सुन्न होना।
सोते समय सीने के नीचे दब जाने के कारण मेरा हाथ सो गया है।