ଅର୍ଥ : ସମ୍ପୂର୍ଣ୍ଣ ଜାତିର ଏକ ରାଗ
ଉଦାହରଣ :
ପ୍ରଦୀପ ରାଗ ତୃତୀୟ ପ୍ରହରରେ ଗାନ କରାଯାଏ
ସମକକ୍ଷ : ପ୍ରଦୀପ ରାଗ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଧାତୁ, ମାଟି ଇତ୍ୟାଦିର ଏକ ପାତ୍ର ଯେଉଁଥିରେ ତେଲଢାଳି ଓ ସଳିତା ପକାଇ ଆଲୋକିତ କରିବାପାଇଁ ବତୀ ଜଳାଯାଏ
ଉଦାହରଣ :
ସଂଧ୍ୟା ହେବାମାତ୍ରେ ହିଁ ଗାଁରେ ଦୀପ ଜଳେ
ଅନ୍ୟ ଭାଷାରେ ଅନୁବାଦ :