ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ବ୍ୟକ୍ତି କଥା କହିପାରେ ନାହିଁ
ଉଦାହରଣ : ମୂକମାନେ ସାଙ୍କେତିକ ଭାଷାରେ ସେମାନଙ୍କର କଥା କହନ୍ତି
ସମକକ୍ଷ : ଗୁଙ୍ଗା, ଘୁଙ୍ଗା, ବୋବା, ମୂକ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह व्यक्ति जो बोल नहीं सकता है।
A deaf person who is unable to speak.
ଅର୍ଥ : ଜଡ଼ା ମଞ୍ଜି ଯାହା ଔଷଧ କାମରେ ଆସେ ଏବଂ ଯାହାର ତେଲ ରେଚକ ହୋଇଥାଏ
ଉଦାହରଣ : ବୈଦ୍ୟରାଜ ଜଡ଼ା ତେଲରେ ଔଷଧ ତିଆରି କରୁଛନ୍ତି
ସମକକ୍ଷ : ଏରଣ୍ଡ, ଗବ
रेंड़ के बीज जो औषध के काम आते हैं और जिनका तेल रेचक होता है।
The toxic seed of the castor-oil plant. Source of castor oil.
ସଂସ୍ଥାପନ କରନ୍ତୁ