ଅର୍ଥ : ବୈଶାଖ ଏବଂ ଆଷାଢ଼ର ମଝିରେ ଥିବା ମାସ
ଉଦାହରଣ :
ସେ ଜ୍ୟେଷ୍ଠ କୃଷ୍ଣପକ୍ଷ ଦଶମୀରେ ଜନ୍ମ ହୋଇଥିଲା
ସମକକ୍ଷ : ଜ୍ୟେଷ୍ଠ ମାସ
ଅନ୍ୟ ଭାଷାରେ ଅନୁବାଦ :
वैशाख और आषाढ़ के बीच का महीना जो अंग्रेजी महीने के मई और जून के बीच में आता है।
वह जेठ के कृष्ण पक्ष की दशमी को पैदा हुआ था।