ଅର୍ଥ : ଚନ୍ଦ୍ରମାଙ୍କ କିରଣ ଭୂମି ଉପରେ ପଡ଼ିଥିବା ରାତି
ଉଦାହରଣ :
ଚାନ୍ଦିନୀ ରାତିରେ ନୌକାବିହାର କରିବାର ଆନନ୍ଦ ହିଁ କିଛି ଅନ୍ୟ ପ୍ରକାରର
ସମକକ୍ଷ : ଚାନ୍ଦିନୀ ରାତି, ଜୋଛନା ରାତି, ଜ୍ୟୋତ୍ସ୍ନା ରାତି
ଅନ୍ୟ ଭାଷାରେ ଅନୁବାଦ :
वह रात जिसमें चन्द्रमा का प्रकाश फैला रहता है।
चाँदनी रात में नौका-विहार करने का आनन्द ही कुछ और होता है।