ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗତି ହୀନ ଓ ପ୍ରାୟ ସ୍ୱୟଂ ନିଜ ଖାଦ୍ୟ ତିଆରି କରୁଥିବା ସଜୀବ
ଉଦାହରଣ : ଜଙ୍ଗଲରେ ପ୍ରକାର ପ୍ରକାରର ଗଛଲତା ଦେଖାଯାଏ
ସମକକ୍ଷ : ଗଛପତ୍ର, ବନସ୍ପତି
ଅନ୍ୟ ଭାଷାରେ ଅନୁବାଦ :हिन्दी
वह सजीव जिसमें गति नहीं होती है और अधिकांशतः वह अपना भोजन स्वयं बनाता है।
ଅର୍ଥ : ବିଶେଷକରି ଏକ କ୍ଷେତ୍ର ବା ସମୟରେ ହେଉଥିବା ସମସ୍ତ ଗଛବୃଛ
ଉଦାହରଣ : ଚୀନ ଏବଂ ୟୁରୋପର ଗଛବୃଛରେ ଭିନ୍ନତା ଦେଖାଯାଏ
ସମକକ୍ଷ : ଗଛବୃଛ, ବନସ୍ପତି
ଅନ୍ୟ ଭାଷାରେ ଅନୁବାଦ :हिन्दी English
* वे सभी वनस्पतियाँ जो किसी विशेष क्षेत्र या काल में होते हैं।
All the plant life in a particular region or period.
ସଂସ୍ଥାପନ କରନ୍ତୁ