ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗୋଟିଏ ପ୍ରକାରର ଛୋଟ ତରବାରୀ
ଉଦାହରଣ : ସେ ଚୋର ଉପରେ ଖଣ୍ଡାରେ ଆଘାତ କଲା
ସମକକ୍ଷ : ଖଂଡା
ଅନ୍ୟ ଭାଷାରେ ଅନୁବାଦ :हिन्दी English
एक प्रकार की छोटी दुधारी तलवार जिसकी नोक गोल होती है।
A cutting or thrusting weapon that has a long metal blade and a hilt with a hand guard.
ଅର୍ଥ : ଏକ ପ୍ରକାରର ତରବାରୀ
ଉଦାହରଣ : ମୋହନ ସହିତ ସୋହନ ଖଣ୍ଡାରେ ଯୁଦ୍ଧ କଲା
ସମକକ୍ଷ : ଖଡ୍ଗ, ତରବାରୀ
एक प्रकार की तलवार।
A sword with a broad blade and (usually) two cutting edges. Used to cut rather than stab.
ଅର୍ଥ : ଏକ ଧାରଯୁକ୍ତ ହତିଆର
ଉଦାହରଣ : ରାଣୀ ଲକ୍ଷ୍ମୀବାଈ ଖଣ୍ଡା ଚଳାଇବାରେ ନିପୁଣ ଥିଲେ
ସମକକ୍ଷ : କରବାଳ, ତଲୱାର
एक धारदार हथियार।
ସଂସ୍ଥାପନ କରନ୍ତୁ